ଦେଶ ବିଦେଶ

ଏନକାଉଣ୍ଟରରେ ଜମ୍ମୁ ଓ କଶ୍ମୀର ଇସଲାମିକ ଷ୍ଟେଟର କମାଣ୍ଡର୍ ମୃତ

Published

on

ଜମ୍ମୁ ଓ କଶ୍ମୀର ୧୦/୫ : ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ନିରାପତ୍ତା ବଳ ମୋଷ୍ଟ୍-ଓ୍ଵାଣ୍ଟେଡ୍ ଆତଙ୍କବାଦୀ ଜାକିର ମୁସାର ଘନିଷ୍ଠ ସହଯୋଗୀ ଇଶଫକ ସୋଫିକୁ ଗୁଳିମାରି ହତ୍ୟା କରିଛନ୍ତି। ଇଶଫକ ସୋଫି ଓରଫ ଅବଦ୍ଦୁଲ୍ଲା ଭାଇ ଜମ୍ମୁ ଓ କଶ୍ମୀର ଇସଲାମିକ ଷ୍ଟେଟର କମାଣ୍ଡର୍ ଥିଲା।
ଆଇଏସଜେକେ ଆଇଏସ୍-ପ୍ରେରିତ ସଂଗଠନ ଏବଂ ଏହାର ମୁଖ୍ୟ ହେଉଛି ଜାକିର ମୁସା। କଶ୍ମୀର ଠାରେ ଥିବା ଏହି ଆତଙ୍କବାଦୀ ସଂଗଠନରେ ଇଶଫକ ଥିଲା ଜୀବିତ ବ୍ୟକ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ୨୦୧୫ରେ ହର୍କତ୍-ଉଲ୍ ମୁଜାହିଦୀନରେ ଯୋଗ ଦେଇଥିଲା, କିନ୍ତୁ ପରେ ୨୦୧୬ରେ ଆଇଏସଜେକେରେ ଯୋଗ ଦେଇଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version