ଦେଶ ବିଦେଶ

ଏପ୍ରିଲ୍ ୧ ରୁ ବିମାନ ଉଡାଇବେ ନାହିଁ ୧୦୦୦ ପାଇଲଟ୍ 

Published

on

ନୂଆଦିଲ୍ଲୀ ୩୦/୩ : ସଂକଟରେ ଫସିଛି ବ୍ୟକ୍ତିଗତ ବିମାନ କମ୍ପାନୀ ଜେଟ୍ ଏୟାରବେସ୍ । ଏହି ବିମାନର ଏକ ହଜାରରୁ ଅଧିକ ପାଇଲେଟ୍ ଅପ୍ରିଲ୍ ୧ ତାରିଖରୁ ବିମାନ ନ ଉଡାଇବା ପାଇଁ ଅଡି ବସିଛନ୍ତି । ପାଇଲଟ୍ ମାନେ ଏଭଳି ନିର୍ଣ୍ଣୟ କରିବାର କାରଣ ଶୁକ୍ରବାର ଏୟାରଲାଇନ୍ ବ୍ୟାଙ୍କରୁ ଧନପ୍ରାପ୍ତ କରିବାରୁ ଅସଫଳ ହେବାରୁ ପାଇଲେଟ୍ ଏଭଳି ନିଷ୍ପତ୍ତି ନେଇଥିଲେ । ଜେଟ୍ ଏୟାରବେସ୍ ର ମୋଟ ୧୧୦୦ ପାଇଲଟ୍ ର ପ୍ରତିନିଧିତ୍ୱ କରୁଥିବା ସଂଗଠନ “ନ୍ୟାସନାଲ୍ ଏବିଏଟର୍ସ ଗିଲ୍ଡ” ଗତ ସପ୍ତାହରେ ଘୋଷଣା କରିଥିଲେ ଯଦି ତାଙ୍କର ବଳକା ବେତନ ତାଙ୍କୁ ଦିଆନଗଲା ଏବଂ ୩୧ ମାର୍ଚ୍ଚ ମଧ୍ୟରେ ପୁନଃଜୀବନ ଯୋଜନାର ସ୍ଥିତି ସ୍ପଷ୍ଟ ନକଲେ ୧ ଅପ୍ରିଲରୁ ପାଇଲେଟ୍ ବିମାନ ଉଡାଇବେ ନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version