ରାଜ୍ୟ

ଏସସି, ଏସଟି ଅଦାଲତରେ ହାଜର ହେଲେ ସାରଥୀ

Published

on

କଟକ ୧୦/୫ : ଏସସି, ଏସଟି ଅଦାଲତରେ ହାଜର ହେଲେ ସାରଥୀ ବାବା । କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ତେବେ କୋର୍ଟରେ ଆଉ ୨ ଅଭିଯୁକ୍ତ ଅନୁପସ୍ଥିତ ରହିଥିଲେ । ଯେଉଁଥିପାଇଁ ଚାର୍ଜଫ୍ରେମ୍ ହୋଇପାରିନଥିବା ଜଣାପଡିଛି । ଆସନ୍ତା ୧୭ ତାରିଖରେ କୋର୍ଟରେ ଚାର୍ଜଫ୍ରେମ ଦାଖଲ କରିବ କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *

Trending

Exit mobile version