ସ୍ପେଶାଲ ରିପୋର୍ଟ

ଓଡ଼ିଶା ସହରାଞ୍ଚଳ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କ 100 କୋଟି ଟଙ୍କାର ପ୍ୟାକେଜ

Published

on

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସହରାଞ୍ଚଳ ଗରିବଙ୍କ ପାଇଁ ଏକ 100 କୋଟି ଟଙ୍କାର ସ୍କିମ ଘୋଷଣା କରିଛନ୍ତି । ରାଜ୍ୟର 114 ଟି ପୋୖରାଞ୍ଚଳରେ ରହୁଥିବା 4.5 ଲକ୍ଷ ଗରିବ ପରିବାର ପାଇଁ କାମ ଯୋଗାଇ ଦେବା ଦିଗରେ ଏହି ଅର୍ଥ ଖର୍ଚ୍ଚ ହେବ ।
ଅର୍ବନ ଓଏଜ ଏମ୍ପ୍ଲୟମେଣ୍ଟ ଇନିଟିଏଟିଭି ସ୍କିମ ଆଗାମୀ ଛଅ ମାସ ଅର୍ଥାତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ମିଶନଶକ୍ତି ଅଧୀନରେ ଏହି ସ୍କିମ ଚଳାଇବା ଦାୟିତ୍ୱରେ ମହିଳା ସ୍ୱଂୟ ସହୟକ ଗୋଷ୍ଠୀର ସଭ୍ୟ। ମନେ ରହିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version