ରାଜ୍ୟ

ଓଭରବ୍ରିଜରୁ ଡେଇଁପଡ଼ିଲେ ଯୁବତୀ

Published

on

ରାଉରକେଲା ୮/୧୨ : ରାଉରକେଲାରେ ଶନିବାର ସକାଳୁ ଏକ ଅଭାବନୀୟ ଦୃଶ୍ୟ ଦେଖି ସମସ୍ତେ ତଟସ୍ଥ ହୋଇପଡ଼ିଥିଲେ । ଜଣେ ଯୁବତୀ ବିଶ୍ରା ଓଭରବ୍ରିଜ ଉପରକୁ ଯାଇ ସେଠାରୁ ତଳକୁ ଡେଇଁ ପଡିଥିଲେ । ତାଙ୍କ ଘର ମଛଲି ମାର୍କେଟ୍ ଅଞ୍ଚଳରେ ବୋଲି ଜଣାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ ପରିସ୍ଥିତିରେ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ ସମ୍ପର୍କରେ ପୋଲିସ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version