କେନ୍ଦୁଝର ୨/୧୨ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କେନ୍ଦୁଝର ସଦର ହସ୍ପିଟାଲରେ ଭର୍ତି କରାଯାଇଛି । ସୋ÷ରଭ କୁମାର ଦାସ ନାମକ ଜଣେ ବ୍ୟକ୍ତି କାର ଚଳାଇ ଯାଉଥିବାବେଳେ ଗୁଆଝରଣ ନିକଟରେ କାର୍ଟି ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସୋ÷ରଭଙ୍କର ମୃତ୍ୟୁ ଘଟିଥିଲା ।