ରାଜ୍ୟ

ଓଲଟିଲା ଡଙ୍ଗା : ଜଣେ ନିଖୋଜ

Published

on

ଲମତାପୁଟ ୩/୨ : ଦୁର୍ଲା ନଦୀରେ ଆଜି ଏକ ଡଙ୍ଗା ଓଲଟି ପଡ଼ିବା ଫଳରେ ଜଣେ ବ୍ୟକ୍ତି ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ବାଲିମେଳା ଅଂଚଳର ଗୁରୁ ହନ୍ତାଳ । ଡଙ୍ଗାଟି ଲମତାପୁଟ ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version