ରାଜ୍ୟ

କ।ର-ଅଟୋ ଧକ୍କା : ଜଣେ ମୃତ

Published

on

ନୟାଗଡ଼ ୧୧/୧ : ନୟାଗଡ଼ ଜିଲ୍ଲା ନରସିଂହପୁର ଅଂଚଳରେ ଶୁକ୍ରବାର ଏକ କାର ଓ ଅଟୋ ମଧ୍ୟରେ ଧକ୍କା ଲାଗିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତିଙ୍କ ନାମ ବୁଲୁ ସିଂ ।

Leave a Reply

Your email address will not be published. Required fields are marked *

Trending

Exit mobile version