ରାଜନୀତି

କଂଗ୍ରେସରେ ଯୋଗଦେଲେ ପଂଚାନନ କାନୁନଗୋ

Published

on

ଭୁବନେଶ୍ୱର ୨୫/୧ : ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ କଂଗ୍ରେସରେ ଯୋଗ ଦେଇଛନ୍ତି । ଆଜି ତମୋଣ୍ଡୋଠାରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଆରମ୍ଭରେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ଉପସ୍ଥିତିରେ ଶ୍ରୀ କାନୁନଗୋ ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହ ରାଜସ୍ଥାନର ପୂର୍ବତନ ମୁଖ୍ୟ ଶାସନ ସଚିବ ଜଗଦୀଶ ମାଝି ଓ ଜୁନାଗଡ଼ ରାଜା ଅନିଲ ସିଂଦେଓ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version