ରାଜନୀତି

କଂଗ୍ରେସ ଆସନ ବୁଝାମଣା କରିପାରେ: ନିରଞ୍ଜନ

Published

on

ଭୁବନେଶ୍ୱର ୯/୧ : ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଅନ୍ୟ ଦଳସହ ନିର୍ବାଚନ ବୁଝାମଣା କରିପାରେ । ବୁଧବାର ଭୁବନେଶ୍ୱରଠାରେ ଏ ସମ୍ପର୍କରେ ଆଭାସ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ କେଉଁ ଦଳ ସହ ଆସନ ବୁଝାମଣା ହେବ ତାହା ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିନାହାନ୍ତି । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ କେତେ ଆସନରେ ପ୍ରାର୍ଥୀ ଚୟନ କଲାଣି ବୋଲି ଜଣେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ତାହାର ସିଧାସଳଖ ଉତ୍ତର ନଦେଇ ଶ୍ରୀପଟ୍ଟନାୟକ କହିଥିଲେ ଯେ, ନିର୍ବାଚନରେ ସିଟ୍ ଆଡ୍ଜଷ୍ଟମେ କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version