ଭୁବନେଶ୍ୱର: କଞ୍ଚାଲଙ୍କା, ଓଟିଟି ପ୍ଲାଟଫର୍ମ ପାଇଁ ମନୋରଂଜ ୱେବ ସିରିଆଲ ପ୍ରଯୋଜକ ସଂସ୍ଥା, ଏହାର ନୂଆ ୱେବ ସିରିଆଲ ବ୍ରେକଅପ ରୁଲସର ପ୍ରଥମ ଟିଜର ପୋଷ୍ଟର ଉନ୍ମୋଚନ କରିଛି।
ବ୍ରେକଅପ ରୁଲସର ନିର୍ଦ୍ଦେଶନା ଦାଇତ୍ୱ ରେ ଅଛନ୍ତି ରାଜା ଡି। ଏହି ୱେବ ସିରିଅଲରେ ଶ୍ରଦ୍ଧା ଓ ଶୋଭନ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ।