କଟକ:ଓଡିଶା ପୋଲିସର କରୋନା ସୁରକ୍ଷା ସାମଗ୍ରୀ ସବୁ ମଙ୍ଗଳବାର କଟକ ରେଳ ଷ୍ଟେସନରେ ଆସି ପହଂଚିଛି ।
ଦକ୍ଷିଣ ରେଳପଥର ସଲିମ ଡିଭିଜ୍ନନ ଅନ୍ତର୍ଗତ ତିରିପୁରରୁ ଯଶବନ୍ତପୁର -ହାୱଡା ସ୍ପେସିଆଲ ପାର୍ସଲ ଏକ୍ସପ୍ରେସ ଦ୍ୱାରା 132 କାର୍ଟୁନ ଭାଇରସ ସୁରକ୍ଷା ପୋଷାକ ସାମଗ୍ରୀ, ମାସ୍କ ଓ ଗ୍ଲୋବ କଟକ ଷ୍ଟେସନ ଠାରେ ପହଞ୍ଚିଛି
“ଆଜି ଦକ୍ଷିଣ ରେଳପଥ ର ତିରୁପୁରରୁ ଓଡିଶା ପୋଲିସ ପାଇଁ ଉଦ୍ଧିଷ୍ଟ କୋରନା 132 କାର୍ଟୁନ ଭାଇରସ ପ୍ରତିହତ ସୁରକ୍ଷା ପୋଷାକ,ମାସ୍କ ଓ ଗ୍ଲୋଭସର ଧରି ହାୱଡା ସ୍ପେସିଆଲ ପାର୍ସଲ ଏକ୍ସପ୍ରେସ ଆଜି କଟକ ରେଳ ଷ୍ଟେସନରେ ପହଞ୍ଚାଇଛି ।”