ରାଜ୍ୟ

କଣ୍ଟେନରକୁ ପିଟିଲା ଟ୍ରଲର : ୨ ମୃତ

Published

on

ଟାଙ୍ଗୀ ୮/୧ : ୧୬ନଂ ଜାତୀୟ ରାଜପଥର ଟାଙ୍ଗୀ ବଇଁଚୁଆ ନିକଟରେ ଏକ ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ରାସ୍ତା କଡ଼ରେ ଏକ ଟ୍ରଲର ଠିଆ ହୋଇଥିବାବେଳେ ଏକ କଣ୍ଟେନର ସେଥିରେ ପିଟି ହୋଇଯାଇଥିଲା । ଏଥିରେ କଣ୍ଟେନର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version