ସାହିତ୍ୟ

କଥାକାର ପାରମିତା ଶତପଥି ପାଇବେ ସାରଳା ପୁରସ୍କାର

Published

on

ଭୁବନେଶ୍ୱର: ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ଜଣାଶୁଣା କଥାକାର ପାରମିତା ପାଇବେ ଚଳିତ ବର୍ଷର ଶାରଳା ପୁରସ୍କାର। ପଶ୍ଚିମା ପବ୍ଲିକେସନ ‘ପ୍ରେତ କାଳ’ର ପ୍ରକାଶକ।

ଇମ୍ପାକ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ଗୁରୁବାର ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version