ରାଜ୍ୟ

କମିଶନରେଟ ପୋଲିସର ହୋଲି ଆଡ଼ଭାଇଜରି ଜାରି

Published

on

ଭୁବନେଶ୍ୱର ୨୦/୩ : ହୋଲି ଦିନ ସମସ୍ତ ଜନତାଙ୍କୁ ସୁରକ୍ଷା ଦେବାକୁ କମିଶନରେଟ ପୋଲିସ ଆଡ଼ଭାଇଜରି ଜାରି କରିଛି । ଚଳିତ ବର୍ଷ ହୋଲିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ରଖିବାକୁ କମିଶନରେଟ ପୋଲିସ ପକ୍ଷରୁ ଆଡ଼ଭାଇଜରି ଜାରି କରାଯାଇଛି । କଟକରେ ୧୦ଜଣ ଓ ଭୁବନେଶ୍ୱରରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଭୁବନେଶ୍ୱରରେ ୧୬ ଟି ପେଟ୍ରୋଲିଂ ଭ୍ୟାନ ବୁଲିବା ପାଇଁ ନିଷ୍ପତି ହୋଇଛି । ସମ୍ବେଦନଶୀଳ ସ୍ଥାନରେ ସତର୍କ ନଜର ରଖାଯିବ । ନଦୀ ଓ ଜଳାଶୟରେ ଓଡ଼୍ରାଫ ଟିମ ମୁତୟନ କରାଯିବ । ସ୍ପିଡ଼ ବାଇକର ଓ ମଦ୍ୟପଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version