ଅପରାଧ

କମିଶନରେଟ ପୋଲିସ ପକ୍ଷରୁ ଝାରପଡ଼ା ଜେଲରେ ଚଢାଉ : ମାଦକ ଦ୍ରବ୍ୟ ଜବତ

Published

on

ଭୁବନେଶ୍ୱର ୨୮/୩ : କମିଶନରେଟ ପୋଲିସ ପକ୍ଷରୁ ଝାରପଡ଼ା ଜେଲରେ ଆଜି ଚଢାଉ କରାଯାଇଛି । ସେଠାରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ,ସିଗାରେଟ ସହ ସିମକାର୍ଡ଼ ଜବତ ହୋଇଛି । ସଚନା ମୁତାବକ, ଭୁବନେଶ୍ୱର ଉପଖଣ୍ଡ ଝାରପଡ଼ା ଜେଲରେ ଆଜି ପୋଲିସ କମିଶନରେଟ ପକ୍ଷରୁ ଚଢାଉ କରାଯାଇଛି । ଡିସିପି ଅନୁପ ସାହୁଙ୍କ ନେତୃତ୍ୱରେ ରେଡ଼ ବେଳେ ଆଜି ଝାରପଡ଼ା ଜେଲରୁ ବହୁ ପରିମାଣର ମାଦକ ଦ୍ରବ୍ୟ ,ସିଗାରେଟ ସହ ସିମକାର୍ଡ଼ ଜବତ କରାଯାଇଛି । ପୂର୍ବରୁ ଚୈାଦ୍ୱାର ଜେଲରେ ରେଡ଼ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version