ଦେଶ ବିଦେଶ

କରୋନା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ବିକିବେ ତାଙ୍କର କଳାକୃତି

Published

on

ପୁରୀ:ଆନ୍ତର୍ଜାତିକ ଖ୍ୟାତିସ ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଲାମ କରିବେ ତାଙ୍କର କଳାକୃତି ।
କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଲଢେଇ ପାଇଁ ଅର୍ଥ ଯୋଗଡ କରିବାକୁ ସୁଦର୍ଶନ ତାଙ୍କର ପାଞ୍ଚଟି କଳାକୃତିକୁ ନିଲମରେ ବିକ୍ରି କରିବେ । ଏବଂ ଏହି ବିକ୍ରିଲବ୍ଧ ଅର୍ଥ ସେ ପ୍ରଧାନମନ୍ତ୍ରୀ କେର ପାଣ୍ଠି ଓ ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିବେ ବୋଲି ତାଙ୍କର ଟ୍ଵିର୍ଟରରେ କହିଛନ୍ତି ।
ଟ୍ଵିର୍ଟରରେ ତାଙ୍କର ପାଞ୍ଚଟି ବାଲୁକା କଳା ଯାହା କାନଭସରେ ରୂପ ନେଇଛି ତାହାର ଚିତ୍ର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version