ଭବାନୀପାଟଣା ୨୪/୨ : ରବିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଯାଇଛି । ଭବାନୀପାଟଣା ରତନ ଛକରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ କାର ସହ ମୁହାଁମୁହିଁ ହୋଇଥିଲା । ଟ୍ରକ୍ କାର ମଧ୍ୟରେ ଧକ୍କା ଯୋଗୁଁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାବୁ ମିଳିଛି ।