ରାଜ୍ୟ

‘କାଳିଆ’ରେ ଜେରକ୍ସ ଚଳିବ

Published

on

ଭୁବନେଶ୍ୱର ୧୦/୧ : ଗାଁ ଗହଳିରେ କାଳିଆ ଯୋଜନାର ଫର୍ମ କଳାବଜାରି ହେବା ଖବର ମିଳିବା ପରେ ସରକାର ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପାଇଁ ଆବେଦନ ଫର୍ମର ଜେରକ୍ସରେ କାମ ଚଳାଇବା ପାଇଁ ସରକାର ସ୍ଥିର କରିଛନ୍ତି । ଚାଷୀମାନେ ଏଥିନେଇ ବିବ୍ରତ ହେବାର କୋ÷ଣସି କାରଣ ନାହିଁ ଏବଂ ଜେରକ୍ସ ଫର୍ମରେ ହିଁ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ କରିହେବ ବୋଲି କୃଷି ବଭାଗ ସଚିବ ସୋ÷ରଭ ଗର୍ଗ ସ୍ପଷ୍ଟ କରିଦେଇଛନ୍ତି । ଫର୍ମଗୁଡ଼ିକୁ ଭଲକରି ଯାଂଚ କରାଯିବା ପରେ ହିତାଧିକାରୀ ଚିହ୍ନଟ କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version