ରାଜନୀତି

କାଳିଆ ଯୋଜନା ନେଇ ରାଜ୍ୟପାଳଙ୍କୁ ଫେରାଦ ହେବ ବିଜେପି

Published

on

ଭୁବନେଶ୍ୱର ୩୧/୧୨ : କାଳିଆ ଯୋଜନାରେ ବିଜେଡ଼ି ସରକାର ସର୍ବସାଧାରଣଙ୍କ ଅର୍ଥ ଅପବ୍ୟୟ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଏହି ଅଭିଯୋଗ ନେଇ ଦଳ ଖୁବ୍ଶୀଘ୍ର ରାଜ୍ୟପାଳ ଡ. ଗଣେଶୀ ଲାଲଙ୍କୁ ଭେଟି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିବ । ଆଜି ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ବିଜେଡ଼ି ସରକାର ଦଳୀୟ ସ୍ୱାର୍ଥ ପାଇଁ କାଳିଆ ଯୋଜନା ଆଣିଛନ୍ତି ଏବଂ ଏଥିରେ ରାଜ୍ୟବାସୀଙ୍କ ଅର୍ଥ ଅପବ୍ୟୟ ହେବା ନିଶ୍ଚିତ ।

Leave a Reply

Your email address will not be published. Required fields are marked *

Trending

Exit mobile version