ଭୁବନେଶ୍ୱର ୧୬/୧ : କାଳିଆ ଯୋଜନାରେ ସରକାରଙ୍କ ନିକଟରେ ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ଆବେଦନ ପହଂଚିଛି । ସେଗୁଡ଼ିକୁ ବ୍ଲକ୍ ସ୍ତରରେ ଯାଂଚ କରାଯାଉଛି ବୋଲି ସମବାୟ ସଚିବ କ୍ରିଷନ କୁମାର ସୂଚନା ଦେଇଛନ୍ତି । ୨୧ ଓ ୨୨ ତାରିଖରେ ଚୂଡାନ୍ତ ହିତାଧିକାରୀ ତାଲିକା ପ୍ରକାଶ ପାଇବ । ୨୫ ତାରିଖ ସୁଦ୍ଧା ୧୨ ରୁ ୧୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ପଠାଯିବ ବୋଲି ସେ କହିଛନ୍ତି ।