ଖୋର୍ଦ୍ଧା ୨୭/୧ : ଜମ୍ମୁକାଶ୍ମୀରର ବାରମୁଳାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି । ସେ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠାରଙ୍ଗ ଗାଁର ହେମନ୍ତ ପଣ୍ଡା । ସେ ଦୁଇବଷ ର୍ହେବ ସେନାବାହିନୀରେ ଯୋଗ ଦେଇଥିଲେ । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।