ରାଜ୍ୟ

କୁଆଖାଇ ଓ ଦୟା ପାଇଁ ଗଠନ ହେବ ରିଭର ଫଣ୍ଡ

Published

on

ଭୁବନେଶ୍ୱର ୨୭/୧ : କୁଆଖାଇ ଓ ଦୟାନଦୀର ପୁନରୁଦ୍ଧାର ପାଇଁ ରିଭର ଫଣ୍ଡ ଗଠିତ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୁଆଖାଇ ଓ ଦୟାନଦୀ ଇଲାକାରେ ପର୍ଯ୍ୟଟନର ବିକାଶ ପାଇଁ ଏହି ପାଣ୍ଠି ଗଠନ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version