ରାଜ୍ୟ

କୁହୁଡ଼ି ଯୋଗୁ ୩ ବିମାନ ବାତିଲ

Published

on

ଭୁବନେଶ୍ୱର ୩/୧ : ପ୍ରବଳ କୁହୁଡ଼ି ଯୋଗୁ ଭୁବନେଶ୍ୱର ଆସିବାକୁ ଥିବା ଇଣ୍ଡିଗୋର ୩ଟି ବିମାନକୁ ବାତିଲ କରାଯାଇଛି । ବେଙ୍ଗାଲୁରୁ-ଭୁବନେଶ୍ୱର ବିମାନକୁ ବାତିଲ କରାଯାଇଥିବାବେଳେ କୋଲକାତା ଓ ହାଇଦ୍ରାବାଦରୁ ଭୁବନେଶ୍ୱର ଆସିବାକୁ ଥିବା ବିମାନ ଦୁଇଟିକୁ ମଧ୍ୟ ବାତିଲ କରାଯାଇଛି । ତେବେ ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ବିମାନଟି ବିଳମ୍ବିତ ହେବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version