ଦେଶ ବିଦେଶ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ

Published

on

ନୂଆଦିଲ୍ଲୀ ୧୫/୬ : ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ଜଗନମୋହନ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ପରେ ପୁଣି ଚର୍ଚ୍ଚାକୁ ଫେରିଛି ଲୋକସଭାରେ ଉପବାଚସ୍ପତି ପଦ ପ୍ରସଙ୍ଗ । ହେଉଥିବା ଚର୍ଚ୍ଚା ଅନୁସାରେ ସର୍ତ ସହ ୱାଇଏସଆର କଂଗ୍ରେସକୁ ଲୋକସଭାରେ ଉପବାଚସ୍ପତି ପଦ ଅଫର କରାଯାଇଛି । ହେଲେ ଏଥିପାଇଁ ଜଗନଙ୍କ ଦଳକୁ ବିଜେପିକୁ ଖୋଲାଖୋଲି ସମର୍ଥନ କରିବାକୁ ପଡିବ । ଯଦିଓ ଗତକାଲି ଦିଲ୍ଳୀରେ ଏଭଳି ଆଲୋଚନାକୁ କେବଳ ପରିକଳ୍ପନା ବୋଲି ଜଗନ ପ୍ରତିକ୍ରିୟା ରଖିଛନ୍ତି ।ଲୋକସଭା ଉପବାଚସ୍ପତି ପଦ ପାଇଁ ୱାଇଏସଆରସିପି ଓ ବିଜେଡି ନେତାଙ୍କୁ ସୁଯୋଗ ଦେବା ନେଇ ଚିନ୍ତା କରୁଛି ବିଜେପି ।

Leave a Reply

Your email address will not be published. Required fields are marked *

Trending

Exit mobile version