Nation

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ୧୨ଜଣ ମନ୍ତ୍ରୀଙ୍କ ଇସ୍ତଫା

Published

on

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ମନ୍ତ୍ରୀ ପରିଷଦର ୧୨ ଜଣ ମନ୍ତ୍ରୀଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି, ଏହା ତୁରନ୍ତ ପ୍ରଭାବରେ ଲାଗୁ ହେବ ବୋଲି ପିଆଇବି ସୂତ୍ରରୁ ପ୍ରକାଶ।

ଇସ୍ତଫା ଦେଇଥିବା ମନ୍ତ୍ରୀ ମନେ ହେଲେ, ଡି.ଭି ସଦାନନ୍ଦ ଗୌଡ଼ା,ରବି ଶଙ୍କର ପ୍ରସାଦ,ଥାୱରଚନ୍ଦ ଗେହଲଟ,
ରମେଶ ପୋଖରିୟାଲ ‘ନିଶଙ୍କ’,ଡ. ହର୍ଷ ବର୍ଦ୍ଧନ,ପ୍ରକାଶ ଜାଭଡ଼େକର,ସନ୍ତୋଷ କୁମାର ଗଙ୍ଗୱାର,ବାବୁଲ ସୁପ୍ରିୟୋ,ଧୋତ୍ରେ ସଞ୍ଜୟ ଶାମରାଓ,ରତନ ଲାଲ କଟାରିଆ,ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ
ଦେବାଶ୍ରୀ ଚୌଧୁରୀ

Leave a Reply

Your email address will not be published. Required fields are marked *

Trending

Exit mobile version