Nation

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟା ନାଁ ଆଗରେ ଲେଖିଲେ ଡ଼ଃ

Published

on

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଡାକ୍ତର ନୁହନ୍ତି। ହେଲେ ତାଙ୍କ ନାଁ ଆଗରେ ସେ ଏବେ ଡ଼ଃ ଲେଖିପାରିବେ।

ଗୁଜରାଟ ଇନଷ୍ଟିଚ୍ୟୁଟ ଅଫ ଡେଭଲପମେଣ୍ଟ ଆଣ୍ଡ ରିସର୍ଚ୍ଚରୁ ସେ ପିଏଚଡି ଲାଭ କରିଛନ୍ତି । ମାଣ୍ଡଭିୟା ରାଜନୀତି ବିଜ୍ଞାନରେ ରୋଲ ଅଫ ଗ୍ରାମ ବିଦ୍ୟାପୀଠ ଇନ କମ୍ୟୁନିଟି ଡେଭଲପମେଣ୍ଟ ଆଣ୍ଡ ଫିୟୁଚର ଚେଲେଞ୍ଜସ ଉପରେ ସନ୍ଦର୍ଭ ଲେଖି ଡ଼କ୍ଟରେଟ ଉପାଧି ଗତ ଅକ୍ଟୋବର ୧ ତାରିଖ ଦିନ ପାଇଛନ୍ତି।

 

Leave a Reply

Your email address will not be published. Required fields are marked *

Trending

Exit mobile version