ଅପରାଧ

କୋଣାର୍କରେ ଡ୍ରୋନ ଉଡାଇ ଦୁଇ ବିଦେଶୀ ଅଟକ

Published

on

କୋଣାର୍କ ୧୧/୧୨ : ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଉପରେ ଡ୍ରୋନ ଉଡାଇ ଦୁଇଜଣ ବିଦେଶୀ ପର୍ଯ୍ୟଟକ ଅଟକ ରହିଛନ୍ତି । ସେମାନେ ହେଉଛନ୍ତି ଋଷିଆର ନାଗରିକ । ଏଏସ୍ଆଇ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା ଚାଲିଛି । ମନ୍ଦିରର ସୁରକ୍ଷାକର୍ମୀ ସେମାନଙ୍କ ଡ୍ରୋନ କ୍ୟାମେରାକୁ ଜବତ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version