Nation

କ୍ୟୁଏସ ବଶ୍ଵି ବିଦ୍ୟାଳୟ ମାନ୍ୟତା 2022ର ଶ୍ରେଷ୍ଠ 200 ତାଲିକାରେ ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଏସସି ବେଙ୍ଗାଳୁରୁ

Published

on

ନୂଆଦିଲ୍ଲୀ: ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଏସସି ବେଙ୍ଗାଳୁରୁ କ୍ୟୁଏସ ଆନ୍ତର୍ଜାତିକ ବଶ୍ୱିବିଦ୍ୟାଳୟ ମାନ୍ୟତା 2022ର ଶ୍ରେଷ୍ଠ 200 ତାଲିକାରେ ସ୍ଥାନ ପାଇଛି। ଗବେଷଣା କ୍ଷେତ୍ରରେ ଆଇଆଇଏସସି ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶିକ୍ଷା ଅନୁଷ୍ଠାନଗୁଡିକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଭାରତର ଅଧିକ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ବିଶ୍ଵସ୍ତରରେ ଉତ୍କର୍ଷତା ପାଇବ ସେଥିପାଇଁ ନିରନ୍ତର ଉଦ୍ୟମ ହେବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version