ଅପରାଧ

ଖୋର୍ଦ୍ଧାରୁ ୨୯୫ଗ୍ରାମ ବ୍ରାଉନସୁଗାର ଜବତ : ଦୁଇ ଗିରଫ

Published

on

ଖୋର୍ଦ୍ଧା ୨୨/୧୨ : ଖୋର୍ଦ୍ଧାରୁ ଅବକାରୀ ବିଭାଗ ୨୯୫ ଗ୍ରାମ୍ ବାଉନସୁଗାର ଜବତ କରିଛି । ଶନିବାର ଭୋରରୁ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ ସ୍ଥାନୀୟ ଅବକାରୀ ବିଭାଗ ସହାୟତାରେ ଭାଲିଆବାଡ଼ି ଓ ମଠ ସାହିରେ ଚଢ଼ାଉ କରିଥିଲା । ଉଭୟ ସ୍ଥାନରୁ ମୋଟ ୨୯୫ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version