ସ୍ପେଶାଲ ରିପୋର୍ଟ

ଗଛକଟା ପ୍ରସଙ୍ଗରେ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଦଳ ଢେଙ୍କାନାଳ ଜିଲ୍ଲା ବଳରାମପୁର ଗସ୍ତ କରିବ

Published

on

ଏହି ପ୍ରତିନିଧୀ ଦଳରେ ବିଧାୟକ ରବି ନାୟକ ଓ ପ୍ରଦୀପ ପୁରୋହିତ, ପୂର୍ବତନ ସାସଂଦ ରୁଦ୍ର ପାଣି, ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଡ. ଲେଖାଶ୍ରୀ ସାମନ୍ତସିଂହାର, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି କୃଷ୍ଣ ଚନ୍ଦ୍ର ପାତ୍ର, ଜିଲ୍ଲା ସଭାପତି ବିଭୂତି ପ୍ରଧାନ, ଜିଲ୍ଲା ପ୍ରଭାରୀ ନିରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version