ରାଜ୍ୟ

ଗାଧୋଉଥିବାବେଳେ ପାଣିରେ ବୁଡ଼ି ଛାତ୍ର ମୃତ

Published

on

ଢେଙ୍କାନାଳ ୧୯/୩ : ପୋଖରୀକୁ ଗାଧୋଇଯାଇଥିବା ବେଳେ ପାଣିରେ ବୁଡି ଜଣେ ପଚଂମ ଶ୍ରେଣୀ ଛାତ୍ର ମୃତ୍ୟୁବରଣ କରିଛି । ସୂଚନାନୁସାରେ,ସୂର‌୍ୟ୍ୟକାନ୍ତ ନାମକ ପଚଂମ ଶ୍ରେଣୀର ଏକ ଛାତ୍ର ପୋଖରୀକୁ ଗାଧୋଇ ଯାଇଥିଲେ । ଅସାବଧାନତାବଶତଃ ପୋଖରୀରେ ପାଦ ଖସିଯିବାରୁ ପୋଖରୀରେ ବୁଡି ଯାଇ ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ ଗାଁ ଲୋକ ଖୋଜାଖୋଜି କରିବା ପରେ ସୂର‌୍ୟ୍ୟକାନ୍ତଙ୍କ ମୃତ ଦେହ ପୋଖରୀରୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version