ଅପରାଧ

ଗାଡ଼ି ଯାଂଚ ବେଳେ ୨୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ

Published

on

ମାଲକାନଗିରି ୨୧/୫ : ଚିତ୍ରକୋଣ୍ଡା ରାସ୍ତାରେ ପୋଲିସ ୨୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଚାରିଜଣଙ୍କୁ ଗିରଫ କରାଯାଇଛି । ମାଲକାନଗିରି ଜିଲ୍ଲାରେ ଗାଡ଼ି ଯାଂଚ ସମୟରେ ୨୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଓରକେଲ –ଚିତ୍ରକୋଣ୍ଡା ରାସ୍ତାରେ ଆଜି ଗାଡ଼ି ଯାଂଚ ବେଳେ ପୋଲିସ ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋ ଓ ଟ୍ରକ ଜବତ ସେହି ରାସ୍ତାରେ ଯାଉଥିବା ବେଳେ ପୋଲିସ ଯାଂଚର ହାବୁଡ଼ରେ ପଡ଼ିଥିଲା । ଏହି ଘଟଣାରେ ପୋଲିସ ୨୧କୁଇଣ୍ଟାଲ ଗଞ୍ଜେଇ ସହ ଚାରି ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version