ଦେଶ ବିଦେଶ

ଗୁଜରାଟରେ ଏଣିକି ଚଳିବନି ‘ପ୍ରେଜେଣ୍ଟ ସାର’

Published

on

ଗୁଜରାଟ ୧/୧ : ଗୁଜରାଟର ସ୍କୁୁଲଗୁଡ଼ିକରେ ଏଣିକି ଆଉ ଚଳବନି ‘ପ୍ରେଜେଣ୍ଟ ସାର’ । ଶିକ୍ଷକ ଉପସ୍ଥାନ ପକାଇବା ବେଳେ ଛାତ୍ରଛାତ୍ରୀମାନେ ପାରମ୍ପରିକ ଭାବେ ପ୍ରେଜେଣ୍ଟ ସାର ବୋଲି କହିପାରିବେନି । ଏହା ବଦଳରେ କହିବେ ‘ଜୟ ହିନ୍ଦ, ଜୟ ଭାରତ’ । ଗୁଜରାଟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରାଯାଇ ଏହାର ବିଧିବଦ୍ଧ ପାଳନ ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version