ରାଜ୍ୟ

ଗୁରୁବାର ଠାରୁ ଭୁବନେଶ୍ୱରରେ ଆଇପିଏସ ସମ୍ମିଳନୀ

Published

on

ଭୁବନେଶ୍ୱର ୧୬/୧ : ଗୁରୁବାରଠାରୁ ଭୁବନେଶ୍ୱରରେ ଆଇପିଏସ ସମ୍ମିଳନୀ ଆରମ୍ଭ ହେଉଛି । ଏହା ୩ ଦିନ ଧରି ଚାଲିବ । ଏଥିରେ ରାଜ୍ୟର ଉଚ୍ଚ ପୋଲିସ ଅଧିକାରୀମାନେ ଯୋଗଦେବେ । ଆଇନଶୃଙ୍ଖଳା, ମାଓ ଦମନ ଓ ସଡ଼କ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version