ରାଜନୀତି

ଗୋଟେ ଚିହ୍ନରେ ଭୋଟ୍ ଦେଲେ ଅନ୍ୟ ଚିହ୍ନକୁ ଯାଉଛି : ଇଭିଏମ୍ ଭାଙ୍ଗିଲେ ଲୋକେ

Published

on

ବ୍ରହ୍ମଗିରି ୨୩/୪ : ବ୍ରହ୍ମଗିରିରେ ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନରେ ଯାଉଥିବାରୁ କମାଶାସନ୨୨୨ ନମ୍ବର ବୁଥରେ ଗ୍ରାମବାସୀ ଇଭିଏମ ଭାଙ୍ଗିଦେଇଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଆଜି ଗ୍ରାମବାସୀ ଇଭିଏମ ଭାଙ୍ଗିଦେଇଛନ୍ତି । କମାଶାସନ୨୨୨ ନମ୍ବର ବୁଥରେ ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନରେ ଯାଉଥିବା ଅଭିଯୋଗ କରିଥିଲେ ଗାଁ ଲୋକେ । ଏହାପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ଗ୍ରାମବାସୀ ଇଭିଏମ ଭାଙ୍ଗିଦେଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version