ଅପରାଧ

ଗୋଲଡେନ ବାବାଙ୍କ ୭ ବ୍ୟାଙ୍କ ଆକାଉଣ୍ଟ ଜବତ

Published

on

ଭୁବନେଶ୍ୱର ୧୫/୧ : ବହୁଚର୍ଚ୍ଚିତ ଗୋଲଡେନ ବାବାଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଂଚ ଅର୍ଥନୈତିକ ଶାଖା ଜବତ କରିଛି । ଏସବୁ ଆକାଉଣ୍ଟରେ ବାବାଙ୍କର ୫୧ ଲକ୍ଷ ଟଙ୍କା ରହିଛି । ୧୨ କୋଟି ଟଙ୍କାର ଠକେଇ ମାମଲାରେ ଚନ୍ଦ୍ରଶେଖରପୁର ପୋଲିସ ଗତମାସ ୩୧ ତାରିଖରେ ଗୋଲଡେନ ବାବାଙ୍କୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version