ଦେଶ ବିଦେଶ

ଗ୍ୱାଲିଅରରେ ମିଗ-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

Published

on

ଭୋପାଳ (ବ୍ୟୁରୋ) : ମଧ୍ୟପ୍ରଦେଶର ଗ୍ୱାଲିଅରରେ ଭାରତୀୟ ବାୟୁ ସେନା ମିଗ-୨୧ ଲଢୁଆ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବିମାନରେ ଥିବା ଦୁଇ ପାଇଲଟ ସୁରକ୍ଷିତ ଥିବା ଜଣା ପଡିଛି । ବିମାନଟି ଖସିବା ପରେ ସ୍ଥାନୀୟ ଲୋକେ ପାଣିଢାଳି ବିମାନରେ ଲାଗିଥିବା ନିଆକୁ ଲିଭାଇ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version