ଦେଶ ବିଦେଶ

ଘାଟିରୁ ବସ ଖସି ୧୧ ଜଣଙ୍କ ମୃତ୍ୟୁ

Published

on

ଶ୍ରୀନଗର ୮/୧୨ : ଶ୍ରୀନଗର ଅଞ୍ଚଳର ଏକ ଘାଟିରୁ ବସ୍ ଖସି ୧୧ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ୨୫ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁୁରୁତର ରହିଛି । ବସଟି ଲୋରନରୁ ପୁଞ୍ଚ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ଏକ ଘାଟିରୁ ୧୦୦ ଫୁଟ ତଳକୁ ଖସି ପଡ଼ିଥିଲା । ବସଟି ତଳେ ଖସିପଡ଼ି ଦୁଇଟି ବଡ଼ ପଥର ମଝିରେ ଲଟକି ରହିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସଟି ସମ୍ପୂର୍ଣ୍ଣ ଦୁଇଭାଗ ହୋଇଯାଇଥିଲା । ପୋଲିସ ଓ ପ୍ରଶାସନିକ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version