ଭୁବନେଶ୍ୱର ୧୩/୩ : ଡ଼ିଜିପି ନିଯୁକ୍ତି ନେଇ ରାଜ୍ୟମାନଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାକିରୀ ଅବଧି ଅନ୍ୟୁନ ଛଅ ମାସରୁ ଅଧିକ ଥିବା ଆଇପିଏସ ଡ଼ିଜିପି ହେବା ପାଇଁ ଯୋଗ୍ୟ ହୋଇପାରିବେ ।
ଡିଜିପି ହେବା ପାଇଁ ବିଭିନ୍ନ ଯୋଗ୍ୟତା ଥାଇ ଛଅ ମାସରୁ କମ ଚାକିରୀ ଅବଧି ଥିଲେ ଡ଼ିଜିପି ହୋଇପାରିବେନି । ଚାକିରୀ ଅବଧି ଅନ୍ୟୁନ ଛଅ ମାସରୁ ଅଧିକ ଥିବା ଆଇପିଏସ ଡ଼ିଜିପି ହେବା ପାଇଁ ଯୋଗ୍ୟ ବିବେଚିତ ହେବେ । ଡ଼ିଜିପି ନିଯୁକ୍ତି ପ୍ରକ୍ରିୟାରେ ଏହି ବିଷୟ ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟମାନଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।