ଦେଶ ବିଦେଶ

ଚିକିତ୍ସା ପାଇଁ ଆମେରିକାରେ ଜେଟଲୀ

Published

on

ନୂଆଦିଲ୍ଲୀ ୧୫/୧ : ଚିକିତ୍ସା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୋପନରେ ପୁଣି ଥରେ ଆମେରିକା ଯାଇଛନ୍ତି । ଗତବର୍ଷ ମେ ୧୪ରେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା । ଏହାପରଠାରୁ ସେ ଏପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯାଇନଥିଲେ । ରବିବାର ରାତିରେ ଜେଟଲୀ ଆମେରିକା ଚିକିତ୍ସା ପାଇଁ ଯାଇଥିଲେ ହେଁ କେଉଁ ଚିକିତ୍ସା ଲାଗି ଯାଇଛନ୍ତି ତାହା ସଠିକ୍ ଭାବେ ଜଣାପଡ଼ିନାହିଁ । ତେବେ ସେ କେବେ ଫେରିବେ ସେ ସମ୍ପର୍କରେ ମଧ୍ୟ କୋ÷ଣସି ସୂଚନା ଦିଆଯାଇନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version