ଆଇନ କାନୁନ

ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି

Published

on

ଭୁବନେଶ୍ୱର ୨/୨ : ରାଜ୍ୟ ସରକାର ଚିଟଫଣ୍ଡ ତଦନ୍ତ ପାଇଁ ଗଠନ କରିଥିବା ଜଷ୍ଟିସ ଏମଏମ ଦାସ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଛନ୍ତି । ଆସନ୍ତା ୪ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ପୂରିବାର ଥିଲା । ଏହି ବୃଦ୍ଧି ଫଳରେ ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୪୮ ମାସରୁ ୫୪ ମାସକୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version