ରାଜ୍ୟ

ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବିରେ ରାଜଧାନୀରେ ଜମାକାରୀଙ୍କ ଆନ୍ଦୋଳନ

Published

on

ଭୁବନେଶ୍ୱର ୧୯/୨ : ରାଜଧାନୀରେ ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବିରେ ହଜାର ହଜାର ଜମାକାରୀ ଆଜି ଆନ୍ଦୋଳନ ଆରମ୍ଭ କରିଛନ୍ତି । ମିଳିତ ମଂଚର ଡାକରାରେ ଜମାକାରୀମାନେ ଏକାଠି ହୋଇଛନ୍ତି । ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ କରିବାକୁ ଧମକ ମଧ୍ୟ ଦେଇଛନ୍ତି । ଚିଟଫଣ୍ଡ ଜମାକାରୀମାନେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ୨୦ ଲକ୍ଷ ଜମାକରୀ ଚିଟଫଣ୍ଡ ଠକେଇର ଶିକାର ହୋଇଥିବାବେଳେ ସିବିଆଇ ୪୪ଟି ସଂସ୍ଥା ବିରୋଧରେ ତଦନ୍ତ କରୁଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version