ରାଜନୀତି

ଚିଟଫଣ୍ଡ ମାମଲା : ଏମଡି ସୌଭାଗ୍ୟ ସାମଲଙ୍କ ସମେତ ୯ଜଣଙ୍କ ନାମରେ ଏହି ଚାର୍ଜସିଟି ଦାଖଲ

Published

on

ଭୁବନେଶ୍ୱର ୩୦/୩ : ଚିଟଫଣ୍ଡ ମାମଲାରେ ଭୁବନେଶ୍ୱର ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ ୯ଜଣଙ୍କ ନାମରେ ଚାର୍ଜସିଟି ଦାଖଲ କରିଛି । ମିଡାସ ଟଚ୍ ନାମକ ଏକ ଚିଟଫଣ୍ଡ ସଂସ୍ଥା ନାମରେ ଏହି ଚାର୍ଜସିଟି ଦାଖଲ ହୋଇଛି । ଏହି ଠକେଇରେ ୪୫ କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି ।
ଦିନକୁ ଦିନ ଚିଟଫଣ୍ଡ କେଳେଙ୍କାରୀ ବଢିବାରେ ଲାଗିଛି । ଏହି ମଧ୍ୟରେ ଏକ ଚିଟଫଣ୍ଡ କେଳେଙ୍କାରୀର ପର୍ଦ୍ଦାଫାଶ ହୋଇଛି । ମିଡାସ ଟଚ୍ ନାମକ ଏକ ଚିଟଫଣ୍ଡ ସଂସ୍ଥା ବିରୋଧରେ ୪୫ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଭୁବନେଶ୍ୱର ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ଏନେଇ ଚାର୍ଜସିଟି ଦାଖଲ କରାଯାଇଛି । ଏମଡି ସୌଭାଗ୍ୟ ସାମଲଙ୍କ ସମେତ ୯ଜଣଙ୍କ ନାମରେ ଏହି ଚାର୍ଜସିଟି ଦାଖଲ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version