Nation

ଚିଫ ଭିଜିଲାନ୍ସ କମିଶନ ପଦବୀ ଦୌଡ଼ରେ ଦୁଇ ତୁଙ୍ଗ ଇନକମ ଟ୍ୟାକ୍ସ ଅଫିସର

Published

on

ନୂଆଦିଲ୍ଲୀ:ଚିଫ ଭିଜିଲାନ୍ସ କମିଶନ ପଦବୀ ଚଳିତ ମାସରେ ଖାଲି ପଡ଼ିବାକୁ ଯାଉଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଦୁଇ ତୁଙ୍ଗ ଇନକମ ଟାକ୍ସ ଅଫିସରଙ୍କ ନାମ ଆଗରେ ଅଛି।
ନିକଟରେ ଚାକିରିରୁ ଆବସର ନେଇଥିବା ପୂର୍ବତନ ସିବିଡ଼ିଟି ଅଧ୍ୟକ୍ଷ ପିସି ମୋଦି ଏବଂ ଇଡିର ନିର୍ଦ୍ଦେଶକ ସଞ୍ୟ କୁମାର ମିଶ୍ର ନାମ ଏହି ପଦବୀ ପାଇଁ ଚର୍ଚ୍ଚାରେ ଅଛି। ମିଶ୍ରଙ୍କର ବର୍ଦ୍ଧିତ ଚକାରୀ କାଳ ଆସନ୍ତା ନଭେମ୍ବରରେ ସରିବ।

Leave a Reply

Your email address will not be published. Required fields are marked *

Trending

Exit mobile version