ରାଜ୍ୟ

ଚଢ଼େଇ ଧରିଲା ବେଳେ ଚାଲିଗଲା ନାବାଳକର ଜୀବନ

Published

on

ମାଲକାନଗିରି ୨/୬ : ଚଢ଼େଇ ଧରିଲା ବେଳେ ଚାଲିଗଲା ନାବାଳକର ଜୀବନ । ଏଭଳି ଏକ ଅଭାନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପାକନାଗୁଡ଼ା ଗାଁରେ । ଗାଁରେ ଥିବା ଟ୍ରାନ୍ସଫର୍ମର ଉପରେ ଚଢ଼ି, ଚଢ଼େଇ ଧରୁଥିବା ବେଳେ ଗାଁର ୭ବର୍ଷର ନାବାଳକ ରାଜେନ୍ଦ୍ର ସୀମାଙ୍କ ମୃତ୍ୟୁ ହୋଇଛି । ବଡ଼ କଥା ହେଉଛି ଲାଇନ ନଥିବା ଦେଖି ପିଲାଟି ଟ୍ରାନ୍ସଫର୍ମର ଉପରକୁ ଚଢ଼ିିଥିଲେ । ହେଲେ ଏହି ସମୟରେ ହଠାତ୍ ବିଜୁଳି ସଂସ୍ପର୍ଶରେ ଚାଲି ଆସିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version