ରାଜ୍ୟ

ଜଙ୍ଗଲରୁ ସୁନା-ରୁପା ଉଦ୍ଧାର

Published

on

ଭଞ୍ଜନଗର ୨୭/୧୨ : ଭଞ୍ଜନଗର ଅନ୍ତର୍ଗତ ବେଗୁନିଆପଡ଼ା ଜଙ୍ଗଲରୁ ପୋଲିସ ସୁନା ଓ ରୁପା ଜବତ କରିଛି । ବାବୁ ନାଏକ ଏନକାଉଣ୍ଟର ଘଟଣାରେ ପୋଲିସ ଜଙ୍ଗଲରେ ତଲାସି ଚଲାଇଥିବାବେଳେ ୩୭୭ ଗ୍ରାମର ସୁନା ଓ ୬ କିଲୋ ୭ଶହ ଗ୍ରାମର ରୁପା ଠାବ କରାଯାଇଥିଲା । ପୋଲିସ ଏହାକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version