ଅପରାଧ

ଜଟଣୀରେ ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା

Published

on

ଜଟଣୀ ୨/୧୨ : ଜଟଣୀର ସବ୍ ରେଜିଷ୍ଟାର ଅଫିସ ଛକରେ ରବୀନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ତାଙ୍କ ଘର ପୁରୀ ଜିଲ୍ଲା ହେଲାଙ୍ଗ ଅନ୍ତର୍ଗତ ନିମବସନ୍ତପୁରରେ । ସେ ହରିରାଜପୁରର ପୂର୍ବତନ ସମିତି ସଭ୍ୟ । ସେ ଜଟଣୀରେ ଏଲଆଇସି ଏଜେଂଟ ରୂପେ କାର୍ଯ୍ୟ କରୁଥିଲେ । ପୋଲିସ ତାଙ୍କ ଶବ ଜବତ କରି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version