ରାଜ୍ୟ

ଜାନୁଆରୀରୁ ଝାରସୁଗୁଡ଼ାରୁ ଉଡ଼ିବ ସିଡ୍ୟୁଲ ବିମାନ

Published

on

ଭୁବନେଶ୍ୱର ୧୮/୧୨ : ଆସନ୍ତା ଜାନୁଆରୀ ମାସରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ କେତେକ ସ୍ଥାନକୁ ସିଡ୍ୟୁଲ ବିମାନ ଚଳାଚଳ କରିବ । ଏଗୁଡ଼ିକ ବୋଇଂ ଭଳି ବଡ଼ ବିମାନ ବୋଲି ବିମାନବନ୍ଦରର ନିର୍ଦ୍ଦେଶକ ଏଚ୍କେ ଚୋ÷ହାନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଠାରୁ ଏୟାର ଓଡ଼ିଶା ନିୟମିତ ବିମାନ ସେବା ଯୋଗାଇ ନ ପାରିବାରୁ ନୂଆ ଟେଣ୍ଡର ଡକା ଯାଇଥିଲା । ତିନୋଟି ବିମାନ ଚଳାଚଳ ସଂସ୍ଥା ଟେଣ୍ଡର ପକାଇଛନ୍ତି । ଆସନ୍ତା ୩୧ ତାରିଖରେ ସେଗୁଡ଼ିକ ଖୋଲିବା ପରେ ବିମାନ ଉଡାଣ ତାରିଖ ନିର୍ଦ୍ଧାରିତ ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version