ରାଜ୍ୟ

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ବିକ୍ଷୋଭ

Published

on

ବାରିପଦା ୧୬/୧ : ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ଥୋଇ ଚାଷୀମାନେ ଆଜି ଆନ୍ଦୋଳନ କରିଛନ୍ତି । କୁଳିଅଣା ବ୍ଲକ ଚାନ୍ଦୁଆ ମଣ୍ଡିରେ ଧାନ କିଣାଯାଉନଥିବା ଅଭିଯୋଗ କରି ସେମାନେ ଏଭଳି ପ୍ରତିବାଦ କରିଛନ୍ତି । ସେମାନେ କହିଛନ୍ତି ଯେ, ପୂର୍ବରୁ ବାରମ୍ବାର ଅଭିଯୋଗ ସତ୍ତେ୍ୱ ଜିଲ୍ଲା ପ୍ରଶାସନ ଅବ୍ୟବସ୍ଥା ଦୂର କରିବା ଦିଗରେ କୋ÷ଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେମାନେ ବିକ୍ଷୋଭ କରିବାକୁ ବାଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version